ସ୍ନାନଯାତ୍ରାରେ ହାତୀ ବେଶରେ ଦର୍ଶନ ଦେଉଛନ୍ତି ଚତୁର୍ଦ୍ଧାମୂର୍ତ୍ତି

ଜୁନ ୧୫ରୁ ଶ୍ରୀଅଲରାନାଥ ପୀଠରେ ହେବ ଭକ୍ତ ସମାଗମ ପୁରୀ: ଶ୍ରୀକ୍ଷେତ୍ରରେ ମହାପ୍ରଭୁଙ୍କ ସ୍ନାନଯାତ୍ରା ଜାରି ରହିଛି। ଶ୍ରୀଜିଉମାନେ ସୁନାକୂଅରୁ ୧୦୮ ଗରା ସୁବାସିତ ଜଳରେ ଗାଧୋଇଛନ୍ତି। ମନ୍ଦିର ନିକଟ ସୁନାକୂଅକୁ ଯଥାବିଧି ପୂଜା କରାଯିବା ପରେ ସେବାୟତମାନେ ସେଥିରୁ ୧୦୮ ଗରା ଶୀତଳ ଜଳ ବୋହି ଆଣି ଚତୁର୍ଦ୍ଧାମୂର୍ତ୍ତିଙ୍କ (ଶ୍ରୀଜଗନ୍ନାଥ-୩୫ ଗରା, ବଳଭଦ୍ର-୩୩ ଗରା, ସୁଭଦ୍ରା-୨୨ଗରା, ସୁଦର୍ଶନ-୧୮ ଗରା) ଉପରେ ଢ଼ାଳି ସ୍ନାନ କରାଇଥିଲେ। ଏହି ପବିତ୍ର ଦେବସ୍ନାନ … Continue reading ସ୍ନାନଯାତ୍ରାରେ ହାତୀ ବେଶରେ ଦର୍ଶନ ଦେଉଛନ୍ତି ଚତୁର୍ଦ୍ଧାମୂର୍ତ୍ତି